OSPCB Recruitment 2026 Notification Out – Apply Online for Latest Vacancies

Odisha State Pollution Control Board (OSPCB) Recruitment 2026

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଯୁକ୍ତି ୨୦୨୬, ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB), ଓଡିଶା ଦ୍ୱାରା official ବିଜ୍ଞାପ୍ତି ପ୍ରକାଶିତ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ଶ୍ରେଣୀର ବିଭିନ୍ନ ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କୁ ଅନଲାଇନ୍ ଆବେଦନ କରିବାକୁ କୁହାଯାଇଛି ।

ଏହି ନିଯୁକ୍ତି ମାଧ୍ୟମରେ ସମୁଦାୟ ୧୧୩ଟି ଖାଲି ପଦ ପୂରଣ କରାଯିବ। ପରିବେଶ ସୁରକ୍ଷା ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (SPCB) ରେ ପ୍ରଶାସନିକ କ୍ଷେତ୍ରରେ କାମ କରିବାକୁ ଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ।

ଆବେଦନ ପ୍ରକ୍ରିୟା SPCB Odisha ର ସରକାରୀ ୱେବସାଇଟ ମାଧ୍ୟମରେ ଅନଲାଇନ୍ କରିପାରିବେ । ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା, ଆବେଦନ ଶୁଳ୍କ ଏବଂ ଚୟନ ପ୍ରକ୍ରିୟା ସମ୍ପର୍କିତ ସମସ୍ତ ତଥ୍ୟ Official ବିଜ୍ଞାପ୍ତି ରୁ ଯାଞ୍ଚ କରିନେବା ଉଚିତ।

ଗୁରୁତ୍ୱପୂର୍ଣ୍ଣ ତାରିଖ - (Important date)

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଯୁକ୍ତି ୨୦୨୬

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ନିଯୁକ୍ତି ୨୦୨୬ ପାଇଁ ଆବେଦନ କରିବାକୁ ଇଚ୍ଛୁକ ପ୍ରାର୍ଥୀମାନେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ମାଧ୍ୟମରେ କରାଯିବ ଏବଂ ସମୟସୀମା ମଧ୍ୟରେ ଆବେଦନ କରିବାକୁ ହେବ।

OSPCB ଦ୍ୱାରା ପ୍ରକାଶିତ ସୂଚନା ଅନୁସାରେ ଅନଲାଇନ୍ ଆବେଦନ ଆରମ୍ଭ ତାରିଖ 21 ଜାନୁଆରୀ 2026 ରୁ ଆରମ୍ଭ ହେବ। 21 ଜାନୁଆରୀ 2026 ତାରିଖ ଠାରୁ ପ୍ରାର୍ଥୀମାନେ ସରକାରୀ ୱେବସାଇଟକୁ ଯାଇ ଆବେଦନ ଫର୍ମ ପୂରଣ କରିପାରିବେ। ଆବେଦନ ପ୍ରକ୍ରିୟାର ଶେଷ ତାରିଖ 11 ଫେବୃଆରୀ 2026 ଏହି ତାରିଖ ପୂର୍ବରୁ ଆବେଦନ କରିପାରିବେ।

ପ୍ରାର୍ଥୀମାନେ ଶେଷ ତାରିଖକୁ ଅପେକ୍ଷା କରନ୍ତୁ ନାହିଁ। ଯାହାଦ୍ୱାରା ସର୍ଭର ସମସ୍ୟା କିମ୍ବା ଟେକ୍ନିକାଲ୍ ତ୍ରୁଟିରୁ ବଞ୍ଚିପିରିବେ। ଆବେଦନ ସମୟରେ ସମସ୍ତ ତଥ୍ୟ ସଠିକ୍ ଭାବରେ ପୁରଣ କରନ୍ତୁ।

ଖାଲି ପଦର ବିବରଣୀ (Vacancy Details)

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଯୁକ୍ତି ୨୦୨୬, ସରକାରୀ ବିଜ୍ଞପ୍ତି ଅନୁସାରେ ଗ୍ରୁପ୍-ବି ଏବଂ ଗ୍ରୁପ୍-ସି ଶ୍ରେଣୀର ବିଭିନ୍ନ ପଦବୀ ପାଇଁ ବିଜ୍ଞାପନ ବାହାର କରାଯାଇଛି। ନିଯୁକ୍ତି ଅଭିଯାନ ମାଧ୍ୟମରେ ସମୁଦାୟ ୧୧୩ଟି ପଦ ପୂରଣ କରାଯିବ। ଯାହା ଭିନ୍ନ-ଭିନ୍ନ ବିଭାଗ ଓ କାର୍ଯ୍ୟକ୍ଷେତ୍ରରେ ବିତରଣ ହୋଇଛି।

ଗ୍ରୁପ୍-ବି ପଦବୀରେ selected ପ୍ରାର୍ଥୀମାନେ ପରିବେଶ ସୁରକ୍ଷା, ପ୍ରଦୂଷଣ ନିୟନ୍ତ୍ରଣ ଓ ନିରୀକ୍ଷଣ ସମ୍ବନ୍ଧୀୟ କାର୍ଯ୍ୟରେ ନିୟୋଜିତ ହେବେ।

ଗ୍ରୁପ୍-ସି ପଦବୀଗୁଡ଼ିକ ତଥ୍ୟ ସଂଗ୍ରହ, ଲ୍ୟାବରେଟରୀ ସହାୟକ ଓ ଅନ୍ୟାନ୍ୟ ସହାୟକ କାର୍ଯ୍ୟ କରିଥାଏ। ପ୍ରାର୍ଥୀମାନେ ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ। ପ୍ରତ୍ୟେକ ପଦବୀର ବିସ୍ତୃତ ବିବରଣୀ ପଦ ସଂଖ୍ୟା ଓ ଯୋଗ୍ୟତା ସରକାରୀ ବିଜ୍ଞପ୍ତିରେ ଦିଆଯାଇଛି।

ବୟସ ସୀମା (Age Limit)

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ନିଯୁକ୍ତି ୨୦୨୬

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ନିଯୁକ୍ତି ୨୦୨୬ ପାଇଁ ପ୍ରାର୍ଥୀମାନଙ୍କର ବୟସ ସୀମା 01 ଜାନୁଆରୀ 2026 ଆଧାରରେ ଗଣନା କରାଯିବ।

OSPCB ର ନିଯୁକ୍ତି ପ୍ରକ୍ରିୟା ପାଇଁ ପ୍ରାର୍ଥୀଙ୍କ ବୟସ ସୀମା 21 ବର୍ଷ ରହିଛି ଏବଂ ଅଧିକତମ ବୟସ ସୀମା 42 ବର୍ଷ ରହିଛି। ଯେଉଁ ପ୍ରାର୍ଥୀମାନେ ଏହି ବୟସ ସୀମା ମଧ୍ୟରେ ଥିବେ ସେମାନେ ଖାଲି ଆବେଦନ କରିବାକୁ ଯୋଗ୍ୟ ହେବେ।

ସରକାରୀ ନିୟମ ଅନୁସାରେ SC, ST, SEBC, ମହିଳା, ପୂର୍ବ ସେନା କର୍ମଚାରୀ (Ex-Servicemen) ଏବଂ PwD (ଦିବ୍ୟାଙ୍ଗ) ପ୍ରାର୍ଥୀମାନଙ୍କୁ ବୟସ ସୀମା ଛାଡ଼ (Age Relaxation) କରାଯିବ। ବୟସ ଛାଡ଼ର ବିସ୍ତୃତ ବିବରଣୀ ସରକାରୀ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ଶିକ୍ଷାଗତ ଯୋଗ୍ୟତା (Educational Qualification)

ଓଡିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ନିଯୁକ୍ତି ୨୦୨୬ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ପଦବୀ ଅନୁସାରେ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ । ପ୍ରତ୍ୟେକ ପଦବୀ ପାଇଁ ଭିନ୍ନ-ଭିନ୍ନ ଯୋଗ୍ୟତା ରଖାଯାଇଛି।

Assistant Environmental Engineer

Candidates must possess a Bachelor’s Degree in Engineering / Technology in any one of the following disciplines:

  • Civil Engineering
  • Chemical Engineering
  • Computer Science / Information Technology
  • Mining Engineering
  • Mechanical Engineering
  • Electronics and Instrumentation Engineering
  • Environmental Engineering

OR AMIE (Sections A & B) qualification is also acceptable.

Assistant Environmental Scientist

A Master’s Degree (M.Sc.) in any of the following subjects is required:

  • Chemistry
  • Geology
  • Geophysics
  • Statistics
  • Life Science
  • Environmental Science
  • Environmental Engineering

Senior Scientific Assistant

Candidates should have completed M.Sc. in one of the following disciplines:

  • Chemistry
  • Life Science
  • Environmental Science
  • Marine Biology
  • Botany
  • Zoology
  • Biotechnology
  • Microbiology

Junior Laboratory Assistant

Applicants must have passed B.Sc. with any of the following subjects:

  • Physics
  • Chemistry
  • Botany
  • Zoology
  • Biotechnology
  • Microbiology

Accountant

Required qualifications:

  • B.Com from a recognized University / Institution
  • ICWA (Inter)
  • Minimum 8 years of working experience in Govt. / PSU / Statutory Board / Corporation

Junior Accountant

  • B.Com degree
  • PGDCA in Computer Applications
  • Working knowledge of Tally Software

Junior Assistant

  • Graduation in any discipline
  • PGDCA in Computer Applications

Assistant Section Officer

  • Graduation in any discipline
  • PGDCA in Computer Applications
Minimum 5 years working experience in Govt. / PSU / Statutory Board / Corporation

ଆବେଦନ ଶୁଳ୍କ (Application Fee)

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) ଦ୍ୱାରା ପ୍ରକାଶିତ Recruitment 2026 ର official ବିଜ୍ଞପ୍ତି ଅନୁଯାୟୀ ନିଯୁକ୍ତି ପ୍ରକ୍ରିୟା ପାଇଁ କୌଣସି ପ୍ରକାରର ଆବେଦନ ଶୁଳ୍କ ନିଆଯିବ ନାହିଁ।

  • ଆବେଦନ ଶୁଳ୍କ ଶୂନ୍ୟ।
  • ✔ ଯୋଗ୍ୟ ପ୍ରାର୍ଥୀମାନେ ନିଶୁଲ୍କରେ ଅନଲାଇନ୍ ଆବେଦନ କରିପାରିବେ।

ପ୍ରାର୍ଥୀମାନଙ୍କୁ ପରାମର୍ଶ ଦିଆଯାଉଛି ଯେ, ଆବେଦନ ପ୍ରକ୍ରିୟା ସମ୍ବନ୍ଧୀୟ କୌଣସି ନୂତନ ସୂଚନା କିମ୍ବା ପରିବର୍ତ୍ତନ ପାଇଁ ନିୟମିତ ଭାବରେ Officialର ଅନଲାଇନ୍ ଆବେଦନ ପୋର୍ଟାଲକୁଯାଞ୍ଚ କରନ୍ତୁ।

ବେତନ ବିବରଣୀ (Salary Details)

ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (OSPCB) Recruitment 2026 ଅନୁସାରେ, ନିଯୁକ୍ତି ପାଇଥିବା ପ୍ରାର୍ଥୀମାନଙ୍କୁ ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ Pay Matrix Level ଅନୁସାରେ ବେତନ ପ୍ରଦାନ କରାଯିବ।

POST ଅନୁଯାୟୀ ବେତନ ମାନଦଣ୍ଡ ଭିନ୍ନ ଭିନ୍ନ ରହିଛି ଏବଂ ଏଥିରେ ମୂଳ ବେତନ ସହିତ DA, HRA, TA ଓ ଅନ୍ୟାନ୍ୟ ସରକାରୀ ଭତ୍ତାମାନେ including ରହିବ।

  • ✔ ବେତନ Odisha Government Pay Rules ଅନୁଯାୟୀ ହେବ
  • ✔ Post (Group B / Group C) ଅନୁସାରେ Pay Level ନିର୍ଦ୍ଧାରିତ ହେବ।
  • ✔ ସମୟ ସମୟରେ ବେତନ ବୃଦ୍ଧି (Increment) ଲାଗୁ ହେବ।

ପ୍ରତ୍ୟେକ post ପାଇଁ ଭିନ୍ନ ବେତନ ସମ୍ବନ୍ଧୀୟ ସଠିକ୍ ବିବରଣୀ official ବିଜ୍ଞପ୍ତିରେ ଦିଆଯାଇଛି।

FAQs - OSPCB Recruitment 2026

FAQ 1: OSPCB Recruitment 2026 ପାଇଁ କେତେଟି ପଦ ଖାଲି ଅଛି?

OSPCB Recruitment 2026 ମାଧ୍ୟମରେ Group B ଓ Group C ପାଇଁ ମୋଟ 113ଟି ପଦରହିଛି ।

FAQ 2: OSPCB Recruitment 2026 ପାଇଁ ଆବେଦନ ଶୁଳ୍କ କେତେ?

Official ବିଜ୍ଞପ୍ତି ଅନୁଯାୟୀ, ଏହି ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ। ସମସ୍ତ ପ୍ରାର୍ଥୀ ନିଶୁଲ୍କରେ ଆବେଦନ କରିପାରିବେ।

FAQ 3: OSPCB Recruitment 2026 ପାଇଁ କିପରି ଆବେଦନ କରିବେ?

ଯୋଗ୍ୟ ପ୍ରାର୍ଥୀମାନେ OSPCB ର official website ରେ ଅନଲାଇନ୍ଆବେଦନ କରିପାରିବେ।

FAQ 4: OSPCB Recruitment 2026 ରେ କେଉଁ କେଉଁ ପଦ ରହିଛି?

Assistant Environmental Engineer, Assistant Environmental Scientist, Senior Scientific Assistant, Junior Assistant, Accountant ଇତ୍ୟାଦି Post ରହିଛି।

FAQ 5: OSPCB Recruitment 2026 ର ବେତନ କେତେ ମିଳିବ ?

Selected ପ୍ରାର୍ଥୀମାନଙ୍କୁ Odisha Government Pay Matrix ଅନୁଯାୟୀ ଆକର୍ଷଣୀୟ ବେତନ ସହିତ DA, HRA ଓ ଅନ୍ୟାନ୍ୟ ଭତ୍ତା ଦିଆଯିବ।

Important Links
Apply Online Click Here
Official Notification PDF Click Here
Official Website Click Here
Admit Card  Click Here
Sarkari Result Click Here

This recruitment is a great opportunity for Odisha candidates. Bookmark spldigital.in for daily job updates.

Disclaimer

spldigital.in is not an official government website. The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer: The image used in this post is generated using Artificial Intelligence (AI) for illustrative purposes only. It is not an official image of the OSPCB Recruitment 2026 . The information provided in this post is based on official notifications.

Comments