Adarsha Vidyalaya Kashipur Recruitment 2026 – Latest School Job Update

Adarsha Vidyalaya Kashipur Vacancy 2026 – Don’t Miss Out

Adarsha Vidyalaya Kashipur

ଓଡିଶା ଆଦର୍ଶ ବିଦ୍ୟାଳୟ, କାଶୀପୁର (ରାୟଗଡ଼ା) ପକ୍ଷରୁ Odisha Adarsha Vidyalaya Kashipur Recruitment 2026 ସମ୍ପର୍କରେ ଏକ ସରକାରୀ ବିଜ୍ଞପ୍ତି ପ୍ରକାଶିତ କରାଯାଇଛି। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ କାଶୀପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ହଷ୍ଟେଲ ପାଇଁ Head Cook (ମୁଖ୍ୟ ରାନ୍ଧୁନୀ) ଏବଂ Assistant Cook (ସହାୟକ ରାନ୍ଧୁନୀ) ପଦବୀରେ ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀଙ୍କୁ ନିଯୁକ୍ତି ଦିଆଯିବ ।

ଏହି ନିଯୁକ୍ତି ଅସ୍ଥାୟୀ ଏବଂ OAV ନିୟମ ଅନୁସାରେ ଦରମା ପ୍ରଦାନ କରାଯିବ। ଯେଉଁ ପ୍ରାର୍ଥୀମାନେ ରୋଷେଇ କାମରେ Experience ଅଛି ଏବଂ ହଷ୍ଟେଲ ପରିବେଶରେ କାମ କରିବାକୁ ଇଚ୍ଛୁକ ସେମାନେ ଏହି ପଦବୀ ପାଇଁ ଆବେଦନ କରିପାରିବେ।

ଆବେଦନ କାରି ମାନେ ନିର୍ଦ୍ଧାରିତ ତାରିଖ ମଧ୍ୟରେ ଆବେଦନ ପତ୍ର ଦାଖଲ କରିବାକୁ ହେବ। ଆବେଦନ ପ୍ରକ୍ରିୟା, ଯୋଗ୍ୟତା, ବୟସ ସୀମା ଓ ଅନ୍ୟାନ୍ୟ ତଥ୍ୟ official ବିଜ୍ଞପ୍ତିରେ ସ୍ପଷ୍ଟ ଭାବେ ଉଲ୍ଲେଖ କରାଯାଇଛି। ଯୋଗ୍ୟ ପ୍ରାର୍ଥୀମାନେ ଏହି ସୁଯୋଗର ଲାଭ ଉଠାଇ ପାରିବେ।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

Odisha Adarsha Vidyalaya Kashipur Recruitment 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ତାରିଖଗୁଡ଼ିକୁ ମନେ ରଖିବା ଆବଶ୍ୟକ।

ବିଜ୍ଞାପ୍ତି ତାରିଖ: 12/01/2026

ଶେଷ ତାରିଖ: 27/01/2026

ଶେଷ ତାରିଖ ପରେ କୌଣସି ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ। ୨୦୨୬ ପାଇଁ ଆବେଦନକାରୀ ମାନେ ସମୟ ପୂର୍ବରୁ ନିଜ ଆବେଦନ ପତ୍ର ସଠିକ୍ ଭାବେ ପୂରଣ କରି ପଠାଇବାକୁ କୁହାଗଲା।

Vacancy Details – Odisha Adarsha Vidyalaya Kashipur Recruitment 2026

Post Name Number of Vacancies Age Limit Educational Qualification / Experience Application Fee Mode of Application
Head Cook (ମୁଖ୍ୟ ରାନ୍ଧୁନୀ) 1 30 – 40 Years Cooking experience required. Higher qualification is no bar. Nil Offline
Assistant Cook (ସହାୟକ ରାନ୍ଧୁନୀ) 1 21 – 30 Years Cooking experience required. Higher qualification is no bar. Nil Offline

ପଦବୀ ବିବରଣୀ (Vacancy Details)

Odisha Adarsha Vidyalaya Kashipur Recruitment 2026, Official Notifications ଅନୁସାରେ, କାଶୀପୁର ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ହଷ୍ଟେଲ ପାଇଁ ରୋଷେୟା ପଦବୀରେ ନିଯୁକ୍ତି କରାଯିବ। ଏହି ସମସ୍ତ ପଦବୀ ଚୁକ୍ତିଭିତ୍ତିକ (Contractual Basis) ଭିତ୍ତିରେ କରାଯିବ।

ଏହି ନିଯୁକ୍ତି ମାଧ୍ୟମରେ Head Cook (ମୁଖ୍ୟ ରାନ୍ଧୁନୀ) ଏବଂ Assistant Cook (ସହାୟକ ରାନ୍ଧୁନୀ) ପଦବୀ ପାଇଁ ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀଙ୍କୁ ଚୟନ କରାଯିବ। selected ପ୍ରାର୍ଥୀମାନେ ଛାତ୍ରୀ ହଷ୍ଟେଲରେ ରହି ପ୍ରତେକ ଦିନ ଖାଦ୍ୟ ପ୍ରସ୍ତୁତି କରିବେ ଏବଂ ଛାତ୍ରୀ ମାନକୁ ଖାଇବାକୁ ବଣ୍ଟନ କରିବେ ।

Odisha Adarsha Vidyalaya Kashipur Recruitment 2026, ଦ୍ଵାରା Experience ରୋଷେୟା ଏବଂ ସ୍ଥାନୀୟ ପ୍ରାର୍ଥୀମାନେ ସରକାରୀ ସଂସ୍ଥାରେ କାମ କରିବାର ସୁଯୋଗ ପାଇପାରିବେ।

ଶିକ୍ଷାଗତ ଯୋଗ୍ୟତା (Educational Qualification)

Odisha Adarsha Vidyalaya Kashipur Recruitment 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କର cooking ରେ Experience ଥିବା ଆବଶ୍ୟକ।

Head Cook (ମୁଖ୍ୟ ରାନ୍ଧୁନୀ):

ଆବେଦନକାରୀ ପାଖରେ ରାନ୍ଧିବାରେ full Experience ଥିବା ଦରକାର। ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ।

Assistant Cook (ସହାୟକ ରାନ୍ଧୁନୀ):

ଆବେଦନକାରୀ ରାନ୍ଧଣା କାମ ଜାଣିଥିବା ଆବଶ୍ୟକ। ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିଲେ କୌଣସି ଅସୁବିଧା ନୁହେଁ।

ଏହି ଦୁଇଟି ପଦବୀ ପାଇଁ ମୁଖ୍ୟତଃ ରାନ୍ଧଣା କାର୍ଯ୍ୟରେ full Experience ଥିଲେ ଗୁରୁତ୍ୱ ଦିଆଯିବ।

Odisha Adarsha Vidyalaya Kashipur Recruitment 2026 🧑‍🍳🍽️ Cook Posts – Salary Details

Sl No Post Name Total Posts Approved Present Monthly Salary (₹) Enhanced Monthly Salary (₹) Monthly Difference (₹)
1 Head Cook 182 9,000 9,900 900
2 Assistant Cook 546 6,750 7,425 675

ବୟସ ସୀମା (Age Limit)

Odisha Adarsha Vidyalaya Kashipur Recruitment 2026 ପାଇଁ ଆବେଦନକାରୀଙ୍କ ବୟସ ସୀମା OAV ଏବଂ ଓଡିଶା ସରକାରଙ୍କ ନିୟମାବଳୀ ଅନୁସାରେ ଧାର୍ଯ୍ୟ କରାଯିବ।

Head Cook (ମୁଖ୍ୟ ରାନ୍ଧୁନୀ) ପଦବୀ ପାଇଁ:

ବୟସ ସୀମା 30 ବର୍ଷ ରୁ 40 ବର୍ଷ ମଧ୍ୟରେ ହେଇଥିବା ଆବଶ୍ୟକ।

Assistant Cook (ସହାୟକ ରାନ୍ଧୁନୀ) ପଦବୀ ପାଇଁ:

ବୟସ ସୀମା 21 ବର୍ଷ ରୁ 30 ବର୍ଷ ମଧ୍ୟରେ ହୋଇଥବା ଆବଶ୍ୟକ।

ସରକାରୀ ନିୟମ ଅନୁଯାୟୀ SC, ST, OBC ପ୍ରାର୍ଥୀମାନଙ୍କୁ ବୟସ ଛାଡ଼ (Age Relaxation) ମିଳିବ ।

ଆବେଦନ ଶୁଳ୍କ (Application Fee)

Odisha Adarsha Vidyalaya Kashipur Recruitment 2026 ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।ଆବେଦନକାରୀ ମାନେ ଏହି ପଦବୀ ପାଇଁ ବିନା ପଇସା ଖର୍ଚ୍ଚକରି ଆବେଦନ କରିପାରିବେ ।

କିପରି ଆବେଦନ କରିବେ (How to Apply)

Odisha Adarsha Vidyalaya Kashipur Recruitment 2026 ପାଇଁ ଆବେଦନ ପ୍ରକ୍ରିୟା Offline Mode ରେ କରାଯିବ। ଆବେଦନକାରୀ ମାନେ OAV ଏବଂ ସରକାରୀ ନିୟମାବଳୀକୁ follow କରିବା ଆବଶ୍ୟକ।

୧) ତଳେ ଦିଆଯାଇଥିବା ଲିଙ୍କରୁ ଆବେଦନ ପତ୍ର ଡାଉନଲୋଡ୍ କରନ୍ତୁ।

୨) ପ୍ରମାଣପତ୍ର, ଶିକ୍ଷାଗତ ଯୋଗ୍ୟତା ଏବଂ Experience ପ୍ରମାଣ ପତ୍ର Self Attested କରନ୍ତୁ।

୩) ସମ୍ପୂର୍ଣ୍ଣ ଭାବେ ପୂରଣ ହୋଇଥିବା ଆବେଦନ ପତ୍ରକୁ Registered Post / Speed Post ମାଧ୍ୟମରେ ତଲେ ଦିଅଯାଇଥାଏ ଠିକଣାକୁ ପଠାନ୍ତୁ।

Odisha Adarsha Vidyalaya Kashipur

At / PO: Kashipur

Block: Kashipur

Dist: Rayagada

Pin – 765015, Odisha

ଆବେଦନକାରୀ ମାନେ ଶେଷ ତାରିଖ ପୂର୍ବରୁ ଆବେଦନ କରନ୍ତୁ। ବିଳମ୍ବରେ ଆବେଦନ ପତ୍ର ପଠାଇଲେ ଆବେଦନ ପତ୍ର ଗ୍ରହଣ କରାଯିବ ନାହିଁ।

FAQs – Odisha Adarsha Vidyalaya Kashipur Recruitment 2026

Q1. Odisha Adarsha Vidyalaya Kashipur Recruitment 2026 କେଉଁ Post ପାଇଁ ଚାକିରି ବାହାରିଛି ?

Head Cook ଓ Assistant Cook ପଦବୀ ପାଇଁ OAV ଚାକିରି ବାହାରିଛି ।

Q2. ଏହି ନିଯୁକ୍ତି କେଉଁଠି କରାଯିବ?

ଓଡିଶା ଆଦର୍ଶ ବିଦ୍ୟାଳୟ, କାଶୀପୁର, ରାୟଗଡ଼ା ଜିଲ୍ଲାର ଛାତ୍ରୀ ହଷ୍ଟେଲରେ ଏହି ନିଯୁକ୍ତି କରାଯିବ।

Q3. ନିଯୁକ୍ତି କେଉଁ ପ୍ରକାର ହେବ ?

ଏହା ନିଯୁକ୍ତି ଚୁକ୍ତିଭିତ୍ତିକ (Contractual Basis) ହେବ ।

Q4. Head Cook ପଦବୀ ପାଇଁ ବୟସ ସୀମା କେତେ?

Head Cook ପଦବୀ ପାଇଁ ବୟସ ସୀମା 30 ବର୍ଷ ରୁ 40 ବର୍ଷ।

Q5. Assistant Cook ପଦବୀ ପାଇଁ ବୟସ ସୀମା କେତେ?

Assistant Cook ପଦବୀ ପାଇଁ ବୟସ ସୀମା 21 ବର୍ଷ ରୁ 30 ବର୍ଷ।

Q6. ଶିକ୍ଷାଗତ ଯୋଗ୍ୟତା କେତେ ରହିବା ଦରକାର ?

ରୋଷେୟା (ରାନ୍ଧଣା) କାମରେ ଅନୁଭବ ଥିବା ଦରକାର। ଉଚ୍ଚ ଶିକ୍ଷାଗତ ଯୋଗ୍ୟତା ଥିଲେ ମଧ୍ୟ କୌଣସି ଅସୁବିଧା ନାହିଁ।

Q7. ଆବେଦନ ଶୁଳ୍କ କେତେ?

ଏହି ନିଯୁକ୍ତି ପାଇଁ କୌଣସି ଆବେଦନ ଶୁଳ୍କ ନାହିଁ।

Q8. ଆବେଦନ ପ୍ରକ୍ରିୟା ଅନଲାଇନ୍ କି ଅଫଲାଇନ୍?

ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ଅଫଲାଇନ୍ ମାଧ୍ୟମରେ କରାଯିବ।

Q9. ଆବେଦନ ପତ୍ର ପଠାଇବାର ଶେଷ ତାରିଖ କେତେ ?

ଆବେଦନ ପତ୍ର ପଠାଇବାର ଶେଷ ତାରିଖ 27/01/2026 ରହିଛି।

Q10. ଆବେଦନ ପତ୍ର କେଉଁଠି ପଠାଇବାକୁ ହେବ?

ଆବେଦନ ପତ୍ର Registered Post / Speed Post ମାଧ୍ୟମରେ ତଲେ ଦିଅଯାଇଥାଏ ଠିକଣାକୁ ପଠାଇବାକୁ ପଡ଼ିବ।

OAV Kashipur

At/PO: Kashipur

Block: Kashipur

Dist: Rayagada

PIN – 765015, Odisha

Q11. ଆବେଦନ ପାଇଁ କେଉଁ Docoments ସବୁ ଦେବାକୁ ପଡ଼ିବ ?

ପରିଚୟ ପ୍ରମାଣପତ୍ର, ଶିକ୍ଷାଗତ ଓ Experience certificate ଦେବାକୁ ପଡ଼ିବ।

Q12. ଏହି ଚାକିରି କେତେ ସମୟ ପାଇଁ ହେବ?

ଏହା ଚୁକ୍ତିଭିତ୍ତିକ ନିଯୁକ୍ତି ଓ ନିର୍ଦ୍ଧାରିତ ସମୟ ପର୍ଯ୍ୟନ୍ତ ଲାଗୁ ହେବ।

Q13.ସ୍ଥାନୀୟ ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ କି ?

ହଁ, ସ୍ଥାନୀୟ ଏବଂ experience ପ୍ରାର୍ଥୀଙ୍କୁ ପ୍ରାଥମିକତା ଦିଆଯିବ।

Q14. ଚୟନ ପରେ କାମ କେଉଁଠି କରିବାକୁ ପଡ଼ିବ?

ଚୟନିତ ପ୍ରାର୍ଥୀଙ୍କୁ ଓଡିଶା ଆଦର୍ଶ ବିଦ୍ୟାଳୟ, କାଶୀପୁରର ଛାତ୍ରୀ ହଷ୍ଟେଲରେ କାମ କରିବାକୁ ପଡ଼ିବ।

Q15. ଅଧିକ ସୂଚନା କେଉଁଠୁ ମିଳିପାରିବ ?

ସରକାରୀ ବିଜ୍ଞପ୍ତି କିମ୍ବା OAV Kashipur କାର୍ଯ୍ୟାଳୟରୁ ଅଧିକ ସୂଚନା ମିଳିପାରିବ ।

Important Links – Odisha Adarsha Vidyalaya Kashipur Recruitment 2026

Link Description Date Download / Visit
Official Notification 12/01/2026 View / Download
Application Form 12/01/2026 Download Form
Last Date of Application 27/01/2026

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer: The image used in this post is generated using Artificial Intelligence (AI) for illustrative purposes only. It is not an official image of the Odisha Adarsha Vidyalaya Kashipur . The information provided in this post is based on official notifications.

Comments