Latest Government job Odisha High Court Data Entry Operator Recruitment 2026 – Apply Online for DEO Posts

Latest Government job Odisha High Court Data Entry Operator Recruitment 2026 – Apply Online for DEO Posts

ODISHA HIGH COURT DATA ENTRY OPERATOR RECRUITMENT 2026

ଓଡିଶାର ଉଚ୍ଚ ନ୍ୟାୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ୨୦୨୬ Official ବିଜ୍ଞପ୍ତି ପ୍ରକାଶ ପାଇଛି। ଏହି ନିଯୁକ୍ତି ମାଧ୍ୟମରେ ଓଡିଶା ଉଚ୍ଚ ନ୍ୟାୟାଳୟ, କଟକରେ ଜୁନିୟର୍ ଗ୍ରେଡ୍ ଟାଇପିଷ୍ଟ / ଡାଟା ଏଣ୍ଟ୍ରି ଅପରେଟର (ଗ୍ରୁପ–ସି) ପଦବୀ ପାଇଁ ମୋଟ ୨୮ଟି ଖାଲି ପଦ ପୂରଣ କରାଯିବ। ଓଡିଶାର ଯୁବକ ଓ ଯୁବତୀ ମାନେ ସରକାରୀ ଚାକିରୀ କରିବାକୁ ଚାହୁଁଥିଲେ ଏହା ଏକ ସୁବର୍ଣ୍ଣ ସୁଯୋଗ ହାତଛଡ଼ା କରନ୍ତୁ ନାହିଁ।

ଏହି ନିଯୁକ୍ତି ମାଧ୍ୟମରେ selected ପ୍ରାର୍ଥୀମାନେ ଆକର୍ଷଣୀୟ ବେତନ ପାଇବେ। ଡାଟା ଏଣ୍ଟ୍ରି ଓ ଟାଇପିଂ କ୍ଷେତ୍ରରେ ଦକ୍ଷତା ଥିବା ପ୍ରାର୍ଥୀମାନଙ୍କ ପାଇଁ ଏହା ଏକ ସୁବର୍ଣ୍ଣ ସୁଯୋଗ ଅଟେ। ଓଡିଶାର ଉଚ୍ଚ ନ୍ୟାୟାଳୟରେ କାର୍ଯ୍ୟ କରିବା ମାନେ ରାଜ୍ୟର ନ୍ୟାୟିକ ପ୍ରଣାଳୀର ଏକ ଅଂଶ ହେବା, ଯାହା ପ୍ରାର୍ଥୀଙ୍କୁ ପେଶାଗତ ଉନ୍ନତି ଓ ସୁରକ୍ଷିତ ଭବିଷ୍ୟତ ପ୍ରଦାନ କରେ। ଆଗ୍ରହୀ ପ୍ରାର୍ଥୀମାନେ official ବିଜ୍ଞାପ୍ତିରେ ପ୍ରକାଶ ପାଇଥିବା ଶେଷ ତାରିଖ ପୂର୍ବରୁ ଆବେଦନ କରିବାକୁ କୁହାଯାଇଛି।

ଖାଲି ପଦର ବିବରଣୀ (Vacancy Details)

ଓଡିଶାର ଉଚ୍ଚ ନ୍ୟାୟାଳୟରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ୨୦୨୬ ଅଧୀନରେ ମୋଟ ୨୮ଟି ପଦବୀ ପାଇଁ ନିଯୁକ୍ତି ଘୋଷଣା କରାଯାଇଛି।ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ଓଡିଶାର ଯୋଗ୍ୟ ଓ ପ୍ରତିଭାଶାଳୀ ଯୁବକ ଓ ଯୁବତୀ ମାନଙ୍କୁ ସରକାରୀ ଚାକିରି ପାଇବାର ଏକ ସୁଯୋଗ ମିଳିଛି ହାତଛଡ଼ା କରନ୍ତୁ ନାହିଁ ।

ଡାଟା ଏଣ୍ଟ୍ରି ଅପରେଟର / ଜୁନିୟର୍ ଗ୍ରେଡ୍ ଟାଇପିଷ୍ଟ (ଗ୍ରୁପ–ସି) ପଦବୀ ପାଇଁ ଘୋଷିତ ଏହି ୨୮ଟି ଖାଲି ପଦ ରାଜ୍ୟର ସମସ୍ତ ଜିଲ୍ଲାର ପ୍ରାର୍ଥୀମାନେ ଆବେଦନ କରିପାରିବେ । ମହିଳା, ଏସ୍‌ସି, ଏସ୍‌ଟି, ଏସ୍‌ଇବିସି ଓ ଅନ୍ୟାନ୍ୟ ଆରକ୍ଷିତ ବର୍ଗର ପ୍ରାର୍ଥୀମାନେ ସରକାରୀ ନିୟମ ଅନୁଯାୟୀ ଆରକ୍ଷଣ ସୁବିଧା ପାଇବେ।

Sl No Category Total Vacancies PwDs Ex-Servicemen
1 UR 4 (W-1) 02 01
2 SEBC 6 (W-2)
3 ST 11 (W-4)
4 SC 7 (W-2)
Total 28 (W-9) 02 01

ଶିକ୍ଷାଗତ ଯୋଗ୍ୟତା Educational Qualification)

ଓଡିଶା ଉଚ୍ଚ ନ୍ୟାୟାଳୟ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ୨୦୨୬ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ official ବିଜ୍ଞାପ୍ତିରେ ଉଲ୍ଲେଖିତ ଶିକ୍ଷାଗତ ଯୋଗ୍ୟତା ଥିବା ଦରକାର। ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଯେକୌଣସି ବିଷୟରେ ସ୍ନାତକ (ବ୍ୟାଚେଲର୍) ଡିଗ୍ରୀ କରିଥିବା ଯୁବକ ଓ ଯୁବତୀ ମାନେ ଏହି ପଦବୀ ପାଇଁ ଆବେଦନ କରି ପାରିବେ ।

ପ୍ରାର୍ଥୀ କମ୍ପ୍ୟୁଟରରେ ଇଂରାଜୀ ଟାଇପିଂ କ୍ଷେତ୍ରରେ ଅତିକମରେ ପ୍ରତି ମିନିଟରେ ୪୦ଟି ଶବ୍ଦ ଟାଇପ୍ କରିବାର କ୍ଷମତା ଥିବା ଆବଶ୍ୟକ। ଏହା ସହିତ ପ୍ରାର୍ଥୀ ଅବଶ୍ୟ ପିଜିଡିସିଏ (Post Graduate Diploma in Computer Application) ପାସ୍ କରିଥିବା ଦରକାର। କମ୍ପ୍ୟୁଟର ଚାଲାଣ, ଏମଏସ୍ ଅଫିସ୍ (MS Office), ଇଣ୍ଟରନେଟ୍ ବ୍ୟବହାର ଓ ଅନ୍ୟାନ୍ୟ କମ୍ପ୍ୟୁଟର ଜ୍ଞାନ ଥିବା ଅତ୍ୟନ୍ତ ଆବଶ୍ୟକ।

ବୟସ ସୀମା (Age Limit)

ଓଡିଶାର ହାଇକୋର୍ଟରେ ଡାଟା ଏଣ୍ଟ୍ରି ଓପାରେଟର୍ ନିଯୁକ୍ତି ୨୦୨୬ ପାଇଁ ପ୍ରାର୍ଥୀଙ୍କ ସର୍ବନିମ୍ନ ବୟସ ୨୧ ବର୍ଷ ହୋଇଥିବା ଦରକାର ଓ ସର୍ବାଧିକ ବୟସ ୪୨ ବର୍ଷ ଠାରୁ ଅଧିକ ହେବା ଉଚିତ୍ ନୁହେଁ।

SC, ST, PWD ଓ ଅନ୍ୟାନ୍ୟ ଯୋଗ୍ୟ ବର୍ଗର ପ୍ରାର୍ଥୀମାନଙ୍କୁ ସରକାରୀ ନିୟମ ଅନୁଯାୟୀ ବୟସ ଛାଡ଼ (Age Relaxation) କରାଯିବ।

Physical Requirement Functional Classification
Code – SE, H, RW, MF Code – OL, BL, HI
SE – Work performed by seeing

H – Work performed by hearing / speaking

RW – Work performed by reading and writing

MF – Work performed by manipulating (with fingers)
OL – One leg affected (Right and/or Left)

BL – Both legs affected but not arms

HI – Partially deaf

ଆବେଦନ ଶୁଳ୍କ (Application Fee)

ଓଡିଶାର ହାଇକୋର୍ଟରେ ଡାଟା ଏଣ୍ଟ୍ରି ଓପାରେଟର୍ ନିଯୁକ୍ତି ୨୦୨୬ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଦେବାକୁ ପଡିବ। General ଓ SEBC ବର୍ଗର ପ୍ରାର୍ଥୀମାନଙ୍କ ପାଇଁ ଆବେଦନ ଶୁଳ୍କ ୫୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। SC, ST ଓ PwD ବର୍ଗର ପ୍ରାର୍ଥୀମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଆବେଦନ ଶୁଳ୍କ ଦେୟ ପ୍ରଣାଳୀ ସମ୍ପୂର୍ଣ୍ଣ ଭାବେ ଅନଲାଇନ୍ ମାଧ୍ୟମରେ ହେବ। ପ୍ରାର୍ଥୀମାନେ ଡେବିଟ୍ କାର୍ଡ, କ୍ରେଡିଟ୍ କାର୍ଡ, ନେଟ୍ Banking ଦ୍ବାରା ଅନଲାଇନ୍ ପେମେଣ୍ଟ ମାଧ୍ୟମରେ ଆବେଦନ ଶୁଳ୍କ ଦେଇପାରିବେ।

ପରୀକ୍ଷାର ପାଠ୍ୟକ୍ରମ (syllabus examination)

Junior Grade Typist / Data Entry Operator ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା- ପ୍ରାରମ୍ଭିକ ପରୀକ୍ଷା, ଭାଷା ପରୀକ୍ଷା, କମ୍ପ୍ୟୁଟର ଆପ୍ଲିକେସନ ଟେଷ୍ଟ ଏବଂ ମୁଖ୍ୟ ଲିଖିତ ପରୀକ୍ଷା (ଇଂରାଜୀ ଟାଇପ୍‌ରାଇଟିଂ ପରୀକ୍ଷା) ହେବ।

ପ୍ରାରମ୍ଭିକ ପରୀକ୍ଷା – 150 ମାର୍କ (ସମୟ: 2 ଘଣ୍ଟା)

ପ୍ରାରମ୍ଭିକ ପରୀକ୍ଷା 150 ମାର୍କ ର ହେବ ଏବଂ ଏହା ଗ୍ରାଜୁଏସନ୍ କୋର୍ସ ଅନୁଯାୟୀ ସାଧାରଣ ଇଂରାଜୀ, ସାଧାରଣ ଜ୍ଞାନ, Logical Reasoning ଏବଂ ଗଣିତିକ ଦକ୍ଷତା (Quantitative Aptitude) ବିଷୟରେ ହେବ। ଏହି ପ୍ରାରମ୍ଭିକ ପରୀକ୍ଷାରେ 150ଟି Objective Type ପ୍ରଶ୍ନ ରହିବ। ଭୁଲ ଉତ୍ତର ପାଇଁ ନେଗେଟିଭ ମାର୍କିଂ । ପ୍ରତ୍ୟେକ ଭୁଲ ଉତ୍ତର ପାଇଁ 0.5 (ଆଧା) ମାର୍କ କମିବ।

SC / ST ବର୍ଗର ପ୍ରାର୍ଥୀମାନେ ପ୍ରାରମ୍ଭିକ ପରୀକ୍ଷାରେ କମ୍ ରେ କମ୍ 33% ମାର୍କ

ଏବଂ ଅନ୍ୟ ସମସ୍ତ ବର୍ଗର ପ୍ରାର୍ଥୀମାନେ କମ୍ ରେ କମ୍ 40% ମାର୍କ ଥିବା ଦରକାର ହେଲେଯାଇ ଭାଷା ପରୀକ୍ଷା ପାଇଁ ଡାକାଯିବେ।

II. Language Test (Qualifying) Marks
An essay in English (containing 300 words) 30 marks
Precis writing 20 marks
Translation of a passage from English to Odia 20 marks
Translation of a passage from Odia to English 20 marks
English Grammar 10 marks

The candidates who secure at least 33% of marks in the S.C./S.T. category and at least 45% in rest of the categories in the Language test shall be called upon to appear in the Computer Application Test.

Provided that, the marks secured by a candidate in Language Test, as mentioned above, shall not be taken into account while drawing up the Final Merit List.

Computer Application Marks Duration
(i) Theory 50 30 Minutes
(ii) Skill Test

[MS Office (Word, Excel & PowerPoint), MS Access, Internet Operation / File Uploading & Downloading]
50 30 Minutes

କିପରି ଆବେଦନ କରିବେ (How to Apply)

ଆଗ୍ରହୀ ଯୁବକ ଓ ଯୁବତୀ ମାନେ ଓଡିଶା ହାଇକୋର୍ଟରେ ଡାଟା ଏଣ୍ଟ୍ରି OPERATOR ନିଯୁକ୍ତି ୨୦୨୬ ପାଇଁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ହାଇକୋର୍ଟ ଅଫ୍ ଓଡିଶାର OFFICIAL WEBSITE ମାଧ୍ୟମରେ ଆବେଦନ କରିବାକୁ ପଡିବ ।

୧) ତଳେ ଦିଆଯାଇଥିବା Apply ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ କିମ୍ବା Official Website :- www.orissahighcourt.nic.in କୁ ଯାଆନ୍ତୁ।

୨) Recruitment Corner → Examination Portal ଉପରେ କ୍ଲିକ୍ କରନ୍ତୁ।

୩) Junior Grade Typist / Data Entry Operator 2026 ପଦବୀର ନିଯୁକ୍ତି ସମ୍ବନ୍ଧୀୟ ଲିଙ୍କ୍ ଉପରେ click କରନ୍ତୁ ।

୪) ଇମେଲ୍ ID ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି ଅନଲାଇନ୍ ରେଜିଷ୍ଟ୍ରେସନ୍ କରନ୍ତୁ।

୫) ଆବେଦନ ଫର୍ମକୁ ସଠିକ୍ ଭାବରେ ପୂରଣ କରନ୍ତୁ।

୬) ଫଟୋଗ୍ରାଫ୍ ଏବଂ ଆବଶ୍ୟକ ସର୍ଟିଫିକେଟ୍ ଗୁଡିକୁ ସ୍କାନ୍ କରି ଅପଲୋଡ୍ କରନ୍ତୁ।

୭) ଆବେଦନ ଶୁଳ୍କକୁ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡ଼ିବ ।

୮) ଫର୍ମ ସବମିଟ୍ ହେଲାପରେ ଏକ ପ୍ରିଣ୍ଟଆଉଟ୍ କରି ନିଜ ପାଖରେ ସାଇତି ରଖନ୍ତୁ।

୯) କୌଣସି ହାର୍ଡ କପି ଆବେଦନ ପତ୍ର କାର୍ଯ୍ୟାଳୟକୁ ପଠାଇବାର ଆବଶ୍ୟକତା ନାହିଁ। ଶେଷ ତାରିଖ ପରେ କିମ୍ବା ଅଫଲାଇନ୍ ମାଧ୍ୟମରେ ଦାଖଲ ହୋଇଥିବା ଆବେଦନଗୁଡ଼ିକୁ ଓଡିଶା ହାଇକୋର୍ଟ ଗ୍ରହଣ କରିବ ନାହିଁ।

Important Links
Apply Online Click Here
Official Notification PDF Click Here
Official Website Click Here
Admit card  Click Here
Sarkari Result Click Here

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer: The image used in this post is generated using Artificial Intelligence (AI) for illustrative purposes only. It is not an official image of the Odisha High Court. The information provided in this post is based on official notifications.

Comments