Latest Government Job OMC requirements 2026

Latest Government Job OMC requirements 2026 - Apply Online

OMC Limited Recruitment 2026

ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC) ପକ୍ଷରୁ OMC Limited Recruitment 2026 ସମ୍ପର୍କିତ ସରକାରୀ ନିଯୁକ୍ତି OMC ର official website ରେ Notifications ବାହାରିଛି । ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ବିଭିନ୍ନ ଏକ୍ସିକ୍ୟୁଟିଭ୍ ପଦବୀରେ ଯୋଗ୍ୟ ଯୁବତୀ ଓ ଯୁବକଙ୍କୁ ନିଯୁକ୍ତି ଦିଅଯିବ । OMC ଓଡିଶା ସରକାରଙ୍କ ଅଧୀନରେ ଥିବା ଏକ ପ୍ରମୁଖ ଖଣିଜ କମ୍ପାନୀ ଯାହା ରାଜ୍ୟର ଖଣିଜ ସମ୍ପଦ ବିକାଶରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଉଛି।

ଏହି ନିଯୁକ୍ତି ବିଭିନ୍ନ Post ପାଇଁ ବାହାର କରାଯାଇଛି। ଆଗ୍ରହୀ ଓ ଯୋଗ୍ୟ ଯୁବକ ଓ ଯୁବତୀ ମାନେ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଅଫଲାଇନ୍ କିମ୍ବା ଅନ୍ୟ କୌଣସି ମାଧ୍ୟମରେ ଦାଖଲ ହୋଇଥିବା ଆବେଦନ ଗ୍ରହଣ କରାଯିବ ନାହିଁ।

OMC Limited Recruitment 2026 ଯେଉଁ ଯୁବକ ଓ ଯୁବତୀ ମାନେ ସରକାରୀ ସଂସ୍ଥାରେ କାର୍ଯ୍ୟ କରିବାକୁ ଇଚ୍ଛୁକ - ଆବେଦନ ପୂର୍ବରୁ ପ୍ରାର୍ଥୀମାନେ OMC ର OFFICIAL ବିଜ୍ଞପ୍ତିକୁ ଭଲଭାବେ ପଢ଼ିନେବ ।

ଖାଲିପଦ ବିବରଣୀ (Vacancy Details)

OMC Limited Recruitment 2026 ର Official ନିଯୁକ୍ତି ସୂଚନା ଅନୁଯାୟୀ, ଓଡିଶା ମାଇନିଂ କର୍ପୋରେସନ୍ ଲିମିଟେଡ୍ (OMC) ପକ୍ଷରୁ ବିଭିନ୍ନ ଗ୍ରେଡ୍‌ରେ ସର୍ବମୋଟ 06ଟି ଏକ୍ସିକ୍ୟୁଟିଭ୍ ପଦବୀ ପାଇଁ ଖାଲିପଦ ଘୋଷଣା କରାଯାଇଛି।

ଏହି ନିଯୁକ୍ତି ମାଧ୍ୟମରେ OMC ତାଙ୍କର ପ୍ରଶାସନିକ ଓ ପ୍ରାଯୁକ୍ତିକ କାର୍ଯ୍ୟକଳାପକୁ ଆହୁରି ସୁଦୃଢ଼ କରିବା ଉଦ୍ଦେଶ୍ୟ ରଖିଛି। ଭିନ୍ନ ଗ୍ରେଡ୍‌ରେ ଘୋଷିତ ଏହି ଏକ୍ସିକ୍ୟୁଟିଭ୍ ପଦବୀ ପାଇଁ ଅଭିଜ୍ଞତାସମ୍ପନ୍ନ ଓ ଯୋଗ୍ୟ ପ୍ରାର୍ଥୀମାନେ ଆବେଦନ କରିପାରିବେ।

ଆଗ୍ରହୀ ପ୍ରାର୍ଥୀମାନେ ଖାଲିପଦ, ଗ୍ରେଡ୍, ଶିକ୍ଷାଗତ ଯୋଗ୍ୟତା ଓ ଅନ୍ୟାନ୍ୟ ଆବଶ୍ୟକ ସଂପୂର୍ଣ୍ଣ ସୂଚନା ପାଇଁ OMC ର Official Notification କୁ ପଢ଼ିବାକୁ ପଡ଼ିବ।

Sl. No. Name of the Post Scale of Pay (in Rs.)
(Level)
Initial Basic Pay (in Rs.)
(Cell)
Total posts Age as on
11.02.2026
1 General Manager (Geology), E-7 Grade 1,27,100/- to 2,16,300/-
(Level-16)
1,38,800/-
(Cell-4)
01
(UR)
Not above
55 years
2 Addl. General Manager (Sales Marketing), E-6 grade 1,23,100/- to 2,15,900/-
(Level-15)
1,23,100/-
(Cell-1)
01
(UR)
Not above
50 years
3 Dy. General Manager (Sales Marketing), E-5 grade 78,800/- to 2,09,200/-
(Level-14)
1,05,900/-
(Cell-11)
02
(UR)
Not above
44 years
4 Dy. General Manager (Legal), E-5 grade 78,800/- to 2,09,200/-
(Level-14)
1,05,900/-
(Cell-11)
01
(UR)
Not above
50 years
5 Senior Manager (Business Excellence), E-4 grade 67,700/- to 2,08,700/-
(Level-13)
91,100/-
(Cell-11)
01
(UR)
Not above
40 years

ଶିକ୍ଷାଗତ ଯୋଗ୍ୟତା ( Educational Qualification)

OMC Limited Recruitment 2026

ପଦବୀ ଅନୁଯାୟୀ ଯୋଗ୍ୟତା—

General Manager (Geology):

ଯେକୌଣସି ସ୍ୱୀକୃତି ପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା Applied Geology ରେ M.Sc. / M.Sc.Tech / M.Tech ଡିଗ୍ରୀ ଥିବା ଆବଶ୍ୟକ। ଏହା ସହିତ ଖଣି କାର୍ଯ୍ୟ କିମ୍ବା ଭୂତତ୍ତ୍ୱିକ ପରାମର୍ଶ କ୍ଷେତ୍ରରେ ନ୍ୟୁନତମ 20 ବର୍ଷ ପୋଷ୍ଟ-କ୍ୱାଲିଫିକେସନ୍ Experience ଥିବା ଦରକାର।

Addl. General Manager (Sales Marketing):

ଯେକୌଣସି ବିଷୟରେ B.Tech / BE / B.Sc. Engineering ଡିଗ୍ରୀ ସହିତ Mining Metal Sector ରେ 15 ବର୍ଷ experience ଥିବା ଆବଶ୍ୟକ। ଏଥିରେ ଖଣିଜ କିମ୍ବା bulk raw materials ର sales marketing କ୍ଷେତ୍ରରେ 7 ବର୍ଷ Experience ଥିବା ଦରକାର।

Dy. General Manager (Sales Marketing):

B.Tech / BE / B.Sc. Engineering ଡିଗ୍ରୀ ସହ Mining Metal Sector ରେ 12 ବର୍ଷ Experience ଥିବା ଆବଶ୍ୟକ।

Dy. General Manager (Legal):

ଆଇନରେ Bachelor’s Degree ସହିତ 18 ବର୍ଷ Experience ଥିବା ଆବଶ୍ୟକ। Government / PSU / Corporate ସଂସ୍ଥାରେ legal officer ଭାବେ କାର୍ଯ୍ୟ କରିଥିବା ଦରକାର।

Senior Manager (Business Excellence):

B.Tech / BE / B.Sc. Engineering ଡିଗ୍ରୀ ସହିତ Business Excellence / TQM ରଣନୀତିର ତିଆରି ଓ କାର୍ଯ୍ୟାନ୍ବୟନ କ୍ଷେତ୍ରରେ 8 ବର୍ଷ Experience ଥିବା ଆବଶ୍ୟକ।

ବୟସ ସୀମା (Age Limit)

OMC Limited Recruitment 2026 ପାଇଁ ପ୍ରାର୍ଥୀଙ୍କର ସର୍ବାଧିକ ବୟସ ସୀମା ପଦ ଅନୁସାରେ ଭିନ୍ନ ଭିନ୍ନ ରହିଛି ।

General Manager (Geology) ପଦ ପାଇଁ ବୟସ ସୀମା - 55 ବର୍ଷ

Additional General Manager ପଦ ପାଇଁ ବୟସ ସୀମା - 50 ବର୍ଷ

Deputy General Manager (Sales Marketing) ପଦ ପାଇଁ ବୟସ ସୀମା - 44 ବର୍ଷ

Deputy General Manager (Legal) ପଦ ପାଇଁ ବୟସ ସୀମା - 50 ବର୍ଷ

Senior Manager ପଦ ପାଇଁ ବୟସ ସୀମା - 40 ବର୍ଷ

ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ ନିଜ ନିଜ ପଦ ପାଇଁ ନିର୍ଦ୍ଧାରିତ ବୟସ ସୀମାକୁ ଯାଞ୍ଚ କରିନେବା ଆବଶ୍ୟକ ।

ଆବେଦନ ଶୁଳ୍କ (Application Fee)

OMC Limited Recruitment 2026 Official Notifications ଅନୁସାରେ, ଅନଲାଇନ୍ ଆବେଦନ ପତ୍ର ଦାଖଲ କରିବା ପାଇଁ କୌଣସି ଆବେଦନ ଶୁଳ୍କ ଉଲ୍ଲେଖ କରାଯାଇନାହିଁ ।

ସମସ୍ତ ଯୋଗ୍ୟ ପ୍ରାର୍ଥୀ ନିଶୁଳ୍କରେ (Free of Cost) OMC Limited Recruitment 2026 ପାଇଁ ଆବେଦନ କରିପାରିବେ ।

Post Name No. of Posts Pay Scale
General Manager (Geology), E-7 Grade 01 ₹ 1,27,100 – ₹ 2,16,300 PM
Additional General Manager (Sales & Marketing), E-6 Grade 01 ₹ 1,23,100 – ₹ 2,15,900 PM
Deputy General Manager (Sales & Marketing), E-5 Grade 02 ₹ 78,800 – ₹ 2,09,200 PM
Deputy General Manager (Legal), E-5 Grade 01 ₹ 78,800 – ₹ 2,09,200 PM
Senior Manager (Business Excellence), E-4 Grade 01 ₹ 67,700 – ₹ 2,08,700 PM

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

OMC Limited Recruitment 2026

ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: 21/01/2026

ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ: 11/02/2026

କିପରି ଆବେଦନ କରିବେ (How to Apply)

ଯୋଗ୍ୟ ପ୍ରାର୍ଥୀମାନେ OMC Limited Recruitment 2026, ଅନଲାଇନ୍‌ରେ ଆବେଦନ କରିପାରିବେ ।

1) ତଳେ ଦିଆଯାଇଥିବା Apply ଲିଙ୍କ ଉପରେ କ୍ଲିକ୍ କରନ୍ତୁ କିମ୍ବା

2) OMC ର Official କ୍ୟାରିଅର ପୋର୍ଟାଲକୁ ଯାଆନ୍ତୁ ।

3) ଇମେଲ୍ ID ଏବଂ ମୋବାଇଲ୍ ନମ୍ବର ବ୍ୟବହାର କରି ଅନଲାଇନ୍ ରେଜିଷ୍ଟ୍ରେସନ୍ ସମ୍ପୂର୍ଣ୍ଣ କରନ୍ତୁ ।

4) ନିଜ ବ୍ୟକ୍ତିଗତ ସୂଚନା, ଶିକ୍ଷାଗତ ଯୋଗ୍ୟତା ଏବଂ ଅଭିଜ୍ଞତା ବିବରଣୀ ଠିକ୍ ଭାବରେ ଭରନ୍ତୁ ।

5) ଫଟୋଗ୍ରାଫ୍ ଏବଂ ଆବଶ୍ୟକ ସର୍ଟିଫିକେଟ୍ ଅପଲୋଡ୍ କରନ୍ତୁ ।

6) ଶେଷ ତାରିଖ ପୂର୍ବରୁ ଆବେଦନ ପତ୍ର ସବମିଟ୍ କରନ୍ତୁ ଏବଂ ଏକ ପ୍ରିଣ୍ଟଆଉଟ୍ ସଂରକ୍ଷଣ କରିରଖନ୍ତୁ ।

FAQs – OMC Limited Recruitment 2026

Q1. OMC Limited Recruitment 2026 କଣ?

Answer - Odisha Mining Corporation Limited (OMC) ଦ୍ୱାରା ବିଭିନ୍ନ ଏକ୍ସିକ୍ୟୁଟିଭ୍ ପଦ ପାଇଁ ନିଯୁକ୍ତି ପ୍ରକ୍ରିୟା ଅଟେ ।

Q2. OMC Recruitment 2026 ପାଇଁ ଆବେଦନ ମାଧ୍ୟମ କଣ?

Answer - ଏହି ନିଯୁକ୍ତି ପାଇଁ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରାଯିବ ।

Q3. ଅନଲାଇନ୍ ଆବେଦନ କେବେ ଆରମ୍ଭ ହେବ?

ANSWER - ଅନଲାଇନ୍ ଆବେଦନ 21 ଜାନୁଆରୀ 2026 ରୁ ଆରମ୍ଭ ହେବ ।

Q4. ଆବେଦନ କରିବାର ଶେଷ ତାରିଖ କେବେ ?

Answer - ଅନଲାଇନ୍ ଆବେଦନ କରିବାର ଶେଷ ତାରିଖ 11 ଫେବୃଆରୀ 2026 ।

Q5. OMC Recruitment 2026 ପାଇଁ କୌଣସି ଆବେଦନ ଶୁଳ୍କ ଅଛି କି?

Answer - ନାହିଁ, Official ବିଜ୍ଞପ୍ତି ଅନୁସାରେ କୌଣସି ଆବେଦନ ଶୁଳ୍କ ନାହିଁ ।

Q6. ବୟସ ଗଣନା କେଉଁ ତାରିଖ ଅନୁସାରେ କରାଯିବ?

Answer - ପ୍ରାର୍ଥୀଙ୍କ ବୟସ 11 ଫେବୃଆରୀ 2026 ତାରିଖ ଅନୁସାରେ ଗଣନା କରାଯିବ ।

Q7. ସମସ୍ତ ପଦ ପାଇଁ ବୟସ ସୀମା ସମାନ କି?

Answer - ନାହିଁ, ପଦ ଅନୁସାରେ ବୟସ ସୀମା ଭିନ୍ନ ଭିନ୍ନ ରହିଛି ।

Q8. ଆବେଦନ ସମୟରେ କେଉଁ ଡକ୍ୟୁମେଣ୍ଟ ଅପଲୋଡ୍ କରିବାକୁ ପଡ଼ିବ?

Answer - ଫଟୋଗ୍ରାଫ୍, ଶିକ୍ଷାଗତ ସର୍ଟିଫିକେଟ୍ ଏବଂ Experience certificate ଅପଲୋଡ୍ କରିବାକୁ ପଡ଼ିବ ।

Q9. ଅଫଲାଇନ୍ ଆବେଦନ କରିପାରିବେ କି?

Answer - ନାହିଁ, OMC Recruitment 2026 ପାଇଁ ଅଫଲାଇନ୍ ଆବେଦନ ଗ୍ରହଣ କରାଯିବ ନାହିଁ ।

Q10. ଆବେଦନ ପରେ ପ୍ରିଣ୍ଟଆଉଟ୍ ରଖିବା ଆବଶ୍ୟକ କି?

Answer - ହଁ, ଭବିଷ୍ୟତ ପାଇଁ ଆବେଦନ ପତ୍ରର ପ୍ରିଣ୍ଟଆଉଟ୍ ରଖିବା ନିହାତି ଜରୁରୀ।

Important Links
Apply Online Click Here
Official Notification PDF Click Here
Official Website Click Here
Admit card  Click Here
Sarkari Result Click Here

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer: The image used in this post is generated using Artificial Intelligence (AI) for illustrative purposes only. It is not an official image of the OMC . The information provided in this post is based on official notifications.

Comments