Latest Government job OUAT Recruitment 2026 – Apply Online for Assistant Professor Post 2026

OUAT Recruitment 2026 - Apply Online for Assistant Professor Post

OUAT Recruitment 2026 – Apply Online for Assistant Professor Post 2026

ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଦ୍ୱାରା OUAT Recruitment 2026, official notifications ପ୍ରକାଶିତ କରାଯାଇଛି। ଏହି ନିଯୁକ୍ତି ଅଭିଯାନ ମାଧ୍ୟମରେ ଆସିଷ୍ଟାଣ୍ଟ ପ୍ରୋଫେସର ଓ ସମକକ୍ଷ ପଦବୀଗୁଡ଼ିକ ପାଇଁ ଆବେଦନ ଆମନ୍ତ୍ରଣ କରାଯାଇଛି। ଫ୍ଲୋରିକଲ୍ଚର ଏବଂ ଲ୍ୟାଣ୍ଡସ୍କେପିଂ, ହର୍ଟିକଲ୍ଚର, ଏଣ୍ଟୋମୋଲୋଜି ଏବଂ ସିଡ୍ ସାଇନ୍ସ ଏବଂ ଟେକ୍ନୋଲୋଜି ଭଳି ବିଭିନ୍ନ ବିଷୟରେ ନିଯୁକ୍ତି କରାଯିବ।

OUAT ହେଉଛି ଓଡ଼ିଶାର ଏକ ପ୍ରମୁଖ କୃଷି ବିଶ୍ୱବିଦ୍ୟାଳୟ, ଯାହା ଶିକ୍ଷା ଓ ଗବେଷଣା କାର୍ଯ୍ୟରେ ଅଗ୍ରଣୀ ଭୂମିକା ନିଭାଉଛି। OUAT Faculty Recruitment 2026, ଯୋଗ୍ୟ ଓ ଆଗ୍ରହୀ ପ୍ରାର୍ଥୀମାନେ ଏକ ସୁଦୃଢ଼ ଶିକ୍ଷାଗତ କ୍ୟାରିଅର ଗଢ଼ିବାର ଶ୍ରେଷ୍ଠ ସୁଯୋଗ ପାଇପାରିବେ। ଏହି ନିଯୁକ୍ତି ଦ୍ୱାରା ଶିକ୍ଷକ ଓ ଗବେଷଣାକାରି ମାନେ ନିଜ ଜ୍ଞାନ ଓ ଅଭିଜ୍ଞତାକୁ ଛାତ୍ରଛାତ୍ରୀ ଓ କୃଷି କ୍ଷେତ୍ରର ବିକାଶରେ ଲାଗୁ କରିପାରିବେ। ଯେଉଁ ପ୍ରାର୍ଥୀମାନେ ଓଡ଼ିଶାରେ ଏକ ସମ୍ମାନଜନକ ଶିକ୍ଷାଗତ ଚାକିରି ଖୋଜୁଛନ୍ତି, ସେମାନଙ୍କ ପାଇଁ OUAT Recruitment 2026 ଏକ ଗୁରୁତ୍ୱପୂର୍ଣ୍ଣ ସୁଯୋଗ ଅଟେ।

ଖାଲି ପଦବୀର ବିବରଣୀ ( Job Vacancy Details )

OUAT Recruitment 2026 ଅଧୀନରେ ବିଭିନ୍ନ ପ୍ରମୁଖ ବିଭାଗରେ Post ଖାଲି ରହିଛି। ଏହି ନିଯୁକ୍ତି ମାଧ୍ୟମରେ ଆସିଷ୍ଟାଣ୍ଟ ପ୍ରୋଫେସର ଓ ସମକକ୍ଷ ପଦବୀଗୁଡ଼ିକ ପାଇଁ ଯୋଗ୍ୟ ପ୍ରାର୍ଥୀଙ୍କୁ ଚୟନ କରାଯିବ। ଫ୍ଲୋରିକଲ୍ଚର ଓ ଲ୍ୟାଣ୍ଡସ୍କେପିଂ, ହର୍ଟିକଲ୍ଚର, ଏଣ୍ଟୋମୋଲୋଜି, ସିଡ୍ ସାଇନ୍ସ ଓ ଟେକ୍ନୋଲୋଜି ଭଳି ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକରେ Post ଖାଲି ଅଛି । OUAT ର ନିଯୁକ୍ତି ପ୍ରକ୍ରିୟା ଦ୍ୱାରା ଶିକ୍ଷା ଓ ଗବେଷଣା କ୍ଷେତ୍ରକୁ ଅଧିକ ମଜବୁତ କରାଯିବ। ନିମ୍ନରେ ପଦବୀ ଅନୁଯାୟୀ ସମ୍ପୂର୍ଣ୍ଣ ଖାଲି ପଦବୀ ଟେବୁଲ୍ ଦିଆଯାଇଛି, ଯାହା ଦ୍ୱାରା ପ୍ରାର୍ଥୀମାନେ କେଉଁ ବିଭାଗରେ କେତେଟି ପଦ ରହିଛି ତାହା ସହଜରେ ଜାଣିପାରିବେ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜ ପସନ୍ଦର ବିଷୟ ଓ ଫାକଲ୍ଟି ଅନୁଯାୟୀ ଖାଲି ପଦବୀର ସମ୍ପୂର୍ଣ୍ଣ ବିବରଣୀ ଭଲଭାବେ ପଢ଼ିବା ଅତ୍ୟନ୍ତ ଆବଶ୍ୟକ।

Sl. No. Name of the Post & Subject No. of Vacancy ST SC SEBC UR Total PwD
(A) Agricultural Science
1 Floriculture & Landscaping 1 - 1 - - 1 -
2 Horticulture 2 - - - 2 (1W) 2 (1W) -
3 Entomology 2 - 1 - 1 2 -
4 Seed Science & Technology 1 1 - - - 1 -
Total 6 1 2 - 3 6 (1W) -

ଶିକ୍ଷାଗତ ଯୋଗ୍ୟତା (Education and qualifications)

1)OUAT Recruitment 2026 ନିୟମାବଳୀ ଅନୁସାରେ, Assistant Professor ପଦବୀ ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନେ ନିମ୍ନ ଲିଖିତ ଶିକ୍ଷାଗତ ଯୋଗ୍ୟତା ଥିବା ଆବଶ୍ୟକ।

2) ଆବେଦକ ଜଣେ ସ୍ୱୀକୃତ ବିଶ୍ୱବିଦ୍ୟାଳୟରୁ Relevant Subject ରେ Master’s Degree ରଖିଥିବା ଦରକାର।

3) Post Graduation ସ୍ତରରେ କମ୍ ସେ କମ୍ 55% ମାର୍କ ଥିବା ଦରକାର (ସରକାରୀ ନିୟମ ଅନୁସାରେ Age Relaxation ଲାଗୁ ହେବ)।

4) UGC ନିୟମାବଳୀ ଅନୁଯାୟୀ, ଯେଉଁଠାରେ ଲାଗୁ ହୁଏ ସେଠାରେ NET / Ph.D ଯୋଗ୍ୟତା ଥିବା ଆବଶ୍ୟକ।

5) କିଛି ବିଷୟ କିମ୍ବା ବିଭାଗ ପାଇଁ ଉଚ୍ଚ ଯୋଗ୍ୟତା କିମ୍ବା ବିଶେଷତା (Specialization) ଆବଶ୍ୟକ ହୋଇପାରେ।

6) କିଛି ବିଭାଗରେ ଶିକ୍ଷାଦାନ କିମ୍ବା ଗବେଷଣା Experiences ଥିଲେ ପ୍ରାଥମିକତା ଦିଆଯାଇପାରେ।

7) ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ Odisha University of Agriculture and Technology Recruitment 2026 ର official notifications ଭଲଭାବେ ପଢିନେବେ।

ଆବେଦନ ଶୁଳ୍କ (Application Fee)

OUAT Recruitment 2026 ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀଙ୍କୁ ଅପରିବର୍ତ୍ତନୀୟ (Non-Refundable) ଆବେଦନ ଶୁଳ୍କ ଦେବାକୁ ପଡିବ।

ଆବେଦନ ଶୁଳ୍କ ରାଶି ହେଉଛି ୭୦୦ ଟଙ୍କା (₹700)। ଏହି ଶୁଳ୍କ ଜମା ହେଲେ ପୁନଃ ଫେରସ୍ତ ମିଳିବ ନାହିଁ, ତେଣୁ ପ୍ରାର୍ଥୀମାନେ ଶୁଳ୍କ ଜମା କରିବା ପୂର୍ବରୁ ସମସ୍ତ ନିୟମ ଓ ଯୋଗ୍ୟତା ଭଲଭାବେ ପଢ଼ିନେବା ଉଚିତ।

ଆବେଦନ ଶୁଳ୍କ ଜମା କରିବାର ପ୍ରକ୍ରିୟା ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ (SBI) ରେ ଗ୍ରୀନ୍ ଚ୍ୟାନେଲ୍ କାଉଣ୍ଟର (Green Channel Counter – GCC) ମାଧ୍ୟମରେ ସିଧାସଳଖ ଜମା (Direct Deposit) କରିବାକୁ ପଡିବ। ପ୍ରାର୍ଥୀମାନେ ନିର୍ଦ୍ଦିଷ୍ଟ ବ୍ୟାଙ୍କ ସାଖାକୁ ଯାଇ ଠିକ୍ ଭାବରେ ରାଶି ଜମା କରିବେ ଏବଂ ରସିଦ୍କୁ ସୁରକ୍ଷିତ ଭାବରେ ସଂରକ୍ଷଣ କରିବେ, କାରଣ ଆବେଦନ ପ୍ରକ୍ରିୟା ସମୟରେ ଏହାର ଆବଶ୍ୟକତା ହୋଇଥାଏ Payment verification ପାଇଁ ।

ବୟସ ସୀମା (Age Limit)

1) OUAT Recruitment 2026 ପାଇଁ ଆବେଦନକାରୀ ମାନଙ୍କ ବୟସ ସୀମା ଓଡ଼ିଶା ସରକାର ଏବଂ OUAT ର ନିୟମ ଅନୁଯାୟୀ ନିର୍ଣ୍ଣୟ କରାଯିବ।

2) ଆବେଦନକାରୀ ମାନଙ୍କ ସର୍ବାଧିକ ବୟସ ସୀମା ୪୨ ବର୍ଷ ରହିଛି।

3) SC / ST / SEBC / ମହିଳା / PwBD ପ୍ରାର୍ଥୀମାନଙ୍କ ପାଇଁ ଓଡ଼ିଶା ସରକାରଙ୍କ ନିୟମ ଅନୁସାରେ ବୟସ ଛାଡ଼ (Age Relaxation) କରାଯିବ ।

4) OUAT ରେ କାର୍ଯ୍ୟରତ (In-service) କର୍ମଚାରୀମାନଙ୍କ ପାଇଁ କୌଣସି ସର୍ବାଧିକ ବୟସ ସୀମା ନାହିଁ।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important date)

OUAT Recruitment 2026, ଗୁରୁତ୍ୱପୂର୍ଣ୍ଣ ତାରିଖଗୁଡ଼ିକୁ ଆବେଦନକାରୀମାନେ ନିଶ୍ଚିତ ଭାବେ ମନେ ରଖିବା ଉଚିତ। ନିର୍ଦ୍ଧାରିତ ସମୟ ସୀମା ଭିତରେ ଆବେଦନ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ କଲେ, ଆବେଦନ ରଦ୍ଦ ହେବାର ସମ୍ଭାବନା ରହିଥାଏ।

ବିଜ୍ଞପ୍ତି ପ୍ରକାଶ ତାରିଖ: 29/12/2025

ଆବେଦନର ଶେଷ ତାରିଖ: 31/01/2026

ପ୍ରାର୍ଥୀମାନେ ସମୟ ପୂର୍ବରୁ ସମସ୍ତ ଦଲିଲ ପ୍ରସ୍ତୁତ ରଖି ଆବେଦନ କଲେ ଭଲ। ଶେଷ ତାରିଖ ପରେ କୌଣସି ଆବେଦନ ଗ୍ରହଣ କରାଯିବ ନାହିଁ।

କିପରି ଆବେଦନ କରିବେ (How to Apply)

1) OUAT Recruitment 2026 ପାଇଁ ଆଗ୍ରହୀ ପ୍ରାର୍ଥୀମାନେ ଅଫଲାଇନ୍ ରେ ଆବେଦନ କରିପାରିବେ ।

2) ପ୍ରଥମେ ପ୍ରାର୍ଥୀମାନେ OUAT ର official website www.ouat.nic.in କୁ ଯାଇ ଆବେଦନ ପତ୍ର (Application Form) ଡାଉନଲୋଡ୍ କରିବେ। ଆବେଦନ ପତ୍ରକୁ ଠିକ୍ ଭାବେ ପଢ଼ି ସମସ୍ତ ଆବଶ୍ୟକ ତଥ୍ୟ ଯଥା ନାମ, ଠିକଣା, ଶିକ୍ଷାଗତ ଯୋଗ୍ୟତା, ପଦର ନାମ ଇତ୍ୟାଦି ସଠିକ୍ ଭାବରେ ଲେଖିବା ଆବଶ୍ୟକ।

3) ଆବେଦନ ପତ୍ର ସହିତ ସମସ୍ତ ଆବଶ୍ୟକ ଶିକ୍ଷାଗତ ପ୍ରମାଣପତ୍ର, ଜନ୍ମ ପ୍ରମାଣପତ୍ର, ଜାତି ପ୍ରମାଣପତ୍ର ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟର ନିଜେ ଦସ୍ତଖତ କରାଯାଇଥିବା (Self-Attested) attach କରିବାକୁ ପଡିବ।

4) ଏହାସହିତ SBI ରେ ଶୁଳ୍କ ଜମା କରିଥିବା ମୂଳ ରସିଦ୍ (Original Counterfoil) ଆବେଦନ ସହିତ ଯୋଡ଼ିବା ଅତ୍ୟାବଶ୍ୟକ।

5) ସମ୍ପୂର୍ଣ୍ଣ ଭରାଯାଇଥିବା ଆବେଦନ ପତ୍ରକୁ ଶେଷ ତାରିଖ ପୂର୍ବରୁ ଏହି ଠିକଣାକୁ ପଠାଇବେ ।

The Registrar, Odisha University of Agriculture and Technology (OUAT), Bhubaneswar – 751003, Odisha

6) ଖାମ (Envelope) ଉପରେ ଆବେଦନ କରୁଥିବା Post Name ଓ ବିଜ୍ଞାପନ ସଂଖ୍ୟା (Advertisement Number) ସ୍ପଷ୍ଟ ଭାବରେ ଲେଖିବାକୁ ଭୁଲିବେ ନାହିଁ।

OUAT Recruitment 2026 – FAQs

1. OUAT Recruitment 2026 କ’ଣ?

OUAT Recruitment 2026 ହେଉଛି ଓଡ଼ିଶା କୃଷି ଓ ପ୍ରଯୁକ୍ତି ବିଶ୍ୱବିଦ୍ୟାଳୟ (OUAT) ଦ୍ୱାରା Assistant Professor ଓ ସମାନ ପଦବୀ ପାଇଁ କରାଯାଇଥିବା ନିଯୁକ୍ତି ପ୍ରକ୍ରିୟା।

2. OUAT Recruitment 2026 ରେ କେଉଁ ପଦବୀ ପାଇଁ ଆବେଦନ ହେଉଛି?

ଏହି ନିଯୁକ୍ତିରେ Assistant Professor ଏବଂ ସମକକ୍ଷ ପଦବୀ ପାଇଁ ଆବେଦନ ଆହ୍ୱାନ କରାଯାଇଛି।

3. ମୋଟ କେତେଟି ଖାଲି ପଦ ଅଛି?

OUAT Recruitment 2026 ଅନୁସାରେ ମୋଟ ୬ଟି Assistant Professor ପଦ ଖାଲି ଅଛି।

4. ଆବେଦନ ପ୍ରକ୍ରିୟା Online କି Offline?

ଏହି ନିଯୁକ୍ତି ପାଇଁ ଆବେଦନ Offline ମାଧ୍ୟମରେ କରିବାକୁ ପଡ଼ିବ।

5. OUAT Recruitment 2026 ପାଇଁ ଆବେଦନ ଶୁଳ୍କ କେତେ?

ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଶୁଳ୍କ ₹700 ରହିଛି।

6. ଶିକ୍ଷାଗତ ଯୋଗ୍ୟତା କ’ଣ?

Relevant subject ରେ Master’s Degree ସହିତ NET / Ph.D ଯୋଗ୍ୟତା (UGC ନିୟମ ଅନୁସାରେ) ଥିବା ଆବଶ୍ୟକ।

7. ବୟସ ସୀମା କେତେ?

ବୟସ ସୀମା OUAT ର ସରକାରୀ ନିୟମ ଅନୁସାରେ ନିର୍ଦ୍ଧାରିତ ହେବ।

8. ବେତନ କେତେ?

Assistant Professor ପଦବୀ ପାଇଁ Pay Level-10 (₹57,700/-) ମୂଳ ବେତନ ସହ DA ଓ ଅନ୍ୟାନ୍ୟ ଭତ୍ତା ମିଳିବ।

9. OUAT ର Official Notification କେଉଁଠି ମିଳିବ?

OUAT Recruitment 2026 ର official notifications OUAT ର official ୱେବସାଇଟର Jobs / Recruitment section ରେ ମିଳିବ।

10. OUAT Recruitment 2026 ପାଇଁ କିପରି ଆବେଦନ କରିବେ?

ଯୁବକ ଓ ଯୁବତୀ ମାନେ official notifications ରୁ ଆବେଦନ ଫର୍ମ download କରି from filup କରି official address ରେ ପଠେଇବାକୁ ପଡ଼ିବ ।

Important Links
Apply Online Click Here
Official Notification PDF Click Here
Official Notification  Click Here
Admit card  Click Here
Official Website  Click Here

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Comments