RBI Office Attendant Vacancy 2026 – Eligibility, Age Limit & Application Process

RBI Office Attendant Recruitment 2026 Notification – Apply Online

ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଦ୍ୱାରା Office Attendant Recruitment 2026 ସମ୍ବନ୍ଧୀୟ official notifications ପ୍ରକାଶ ପାଇଛି। ଦେଶର ବିଭିନ୍ନ RBI କାର୍ଯ୍ୟାଳୟ ପାଇଁ ସମୁଦାୟ 572ଟି Office Attendant ପଦ ଖାଲି ରହିଛି। ଯୋଗ୍ୟ ଏବଂ ଆଗ୍ରହୀ ପ୍ରାର୍ଥୀମାନେ RBI ର official ୱେବସାଇଟ ମାଧ୍ୟମରେ ଅନଲାଇନ୍ ଆବେଦନ କରିପାରିବେ।

ସରକାରୀ ଚାକିରି କରିବାକୁ ଇଚ୍ଛୁକ ଥିବା ଯୁବକ ଓ ଯୁବତୀ ମାନଙ୍କ ପାଇଁ ଏକ ସୁବର୍ଣ୍ଣ ସୁଯୋଗ। ଆବେଦନ ପାଇଁ ଶିକ୍ଷାଗତ ଯୋଗ୍ୟତା, ବୟସ ସୀମା official ନୋଟିଫିକେସନ୍‌ରେ ଉଲ୍ଲେଖ କରାଯାଇଛି।

ଆଗ୍ରହୀ ପ୍ରାର୍ଥୀମାନେ ଆବେଦନ କରିବା ପୂର୍ବରୁ official ନୋଟିଫିକେସନ୍ ପଢ଼ିବା ଆବଶ୍ୟକ। ଶେଷ ତାରିଖ ପୂର୍ବରୁ ଅନଲାଇନ୍ ଆବେଦନ ସମ୍ପୂର୍ଣ୍ଣ କରିବାକୁ RBI ପକ୍ଷରୁ କୁହାଯାଇଛି।

ଗୁରୁତ୍ୱପୂର୍ଣ୍ଣ ତାରିଖ (Important Dates)

RBI Office Attendant Recruitment 2026
ଅନଲାଇନ୍ ଆବେଦନ ଆରମ୍ଭ ତାରିଖ: 15/01/2026
ଅନଲାଇନ୍ ଆବେଦନର ଶେଷ ତାରିଖ: 04/02/2026
ଅନଲାଇନ୍ ପରୀକ୍ଷା ତାରିଖ: 28/02/2026 ରୁ 01/03/2026
Ahmedabad08(2)12182911(1)0015
Bengaluru3051716101(1)003
Bhopal03(3)001401(1)0100
Bhubaneswar68(3)431536002(1)016
Chandigarh1000102000000
Chennai008(8)0109000000
Guwahati2159521520012(1)210
Hyderabad3(1)3(2)03273611(1)01(1)16
Jaipur855420422(1)00118
Kanpur & Lucknow3301912611252112(1)525
Kolkata23121936900111418
Mumbai011(2)03193303(3)2(1)1(1)16
New Delhi40116406112(1)10212
Patna640324370013(2)17
Total89(1)58(12)83(8)512915728(1)10(7)10(3)12(6)19106

ଖାଲିପଦ ବିବରଣୀ (Vacancy Details)

RBI Office Attendant Recruitment 2026 ର Official notifications ଅନୁଯାୟୀ, ଦେଶର ବିଭିନ୍ନ RBI ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ Office Attendant ପଦରେ ନିଯୁକ୍ତି ପାଇଁ ଖାଲିପଦ ଘୋଷଣା କରାଯାଇଛି। ଏହି ଖାଲିପଦଗୁଡିକ ଭିନ୍ନ-ଭିନ୍ନ ରାଜ୍ୟ ଓ ସହରରେ ଥିବା RBI କାର୍ଯ୍ୟାଳୟରେ ନିଯୁକ୍ତି ଦିଆଯିବ। 

ପ୍ରାର୍ଥୀମାନେ ନିଜ ଇଚ୍ଛାନୁସାରେ ଆଞ୍ଚଳିକ କାର୍ଯ୍ୟାଳୟ ଚୟନ କରି ଆବେଦନ କରିପାରିବେ। ପ୍ରତ୍ୟେକ ଆଞ୍ଚଳିକ କାର୍ଯ୍ୟାଳୟ ପାଇଁ ପଦସଂଖ୍ୟା ଭିନ୍ନ ଭିନ୍ନ ରହିଛି, ଯାହାର ସମ୍ପୂର୍ଣ୍ଣ ବିବରଣୀ official notifications ରେ ଦିଆଯାଇଛି। UR, OBC, SC, ST, EWS ଖାଲିପଦ ବଣ୍ଟନ ସମ୍ବନ୍ଧୀୟ ସୂଚନା ମଧ୍ୟ official ନୋଟିଫିକେସନ୍‌ରେ ଉଲ୍ଲେଖ କରାଯାଇଛି ।

Sr. No Category Relaxation in Age
(i) Scheduled Caste / Scheduled Tribe (SC / ST) By 5 years, i.e., up to 30 years
(ii) Other Backward Classes (OBC) By 3 years, i.e., up to 28 years
(iii) Persons with Benchmark Disabilities (PwBD) By 10 years (GEN/EWS), 13 years (OBC) & 15 years (SC/ST)
(iv) Ex-Servicemen To the extent of service rendered in Armed Forces plus an additional period of 3 years subject to maximum of 50 years
(v) Widows / divorced women / women judicially separated who are not re-married Up to 35 years (40 years for SC/ST)
(vi) Candidates having work experience in Reserve Bank of India To the extent of number of years of such experience, subject to maximum of 3 years

ଶିକ୍ଷାଗତ ଯୋଗ୍ୟତା (Educational Qualification)

RBI Office Attendant Recruitment 2026 ପାଇଁ ଆବେଦନ କରୁଥିବା ସମସ୍ତ ପ୍ରାର୍ଥୀମାନେ 01 ଜାନୁଆରୀ 2026 ତାରିଖ ଅନୁଯାୟୀ ନିର୍ଦ୍ଧାରିତ ଶିକ୍ଷାଗତ ଯୋଗ୍ୟତା ପୂରଣ କରିବା ଅତ୍ୟାବଶ୍ୟକ ।

ରାଜ୍ୟ କିମ୍ବା କେନ୍ଦ୍ରଶାସିତ ପ୍ରଦେଶର ସ୍ୱୀକୃତ ବୋର୍ଡ ରୁ 10ମ ଶ୍ରେଣୀ (S.S.C./Matriculation) ଉତ୍ତୀର୍ଣ୍ଣ ହୋଇଥିବା ଦରକାର। 01/01/2026 ତାରିଖ ଅନୁଯାୟୀ ପ୍ରାର୍ଥୀ Undergraduate ହେବା ଆବଶ୍ୟକ, ଅର୍ଥାତ୍ ସେ ଯେକୌଣସି ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କରିନଥିବା ଦରକାର। Graduation କିମ୍ବା ତାହାଠାରୁ ଉଚ୍ଚ ଯୋଗ୍ୟତା ଥିବା ପ୍ରାର୍ଥୀମାନେ ଏହି ନିଯୁକ୍ତି ପାଇଁ ଆବେଦନ କରିପାରିବେ ନାହିଁ ।

ପୂର୍ବ ସେନା କର୍ମଚାରୀ (Ex-Servicemen) ପ୍ରାର୍ଥୀମାନେ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ସହିତ 15 ବର୍ଷ Ex-Servicemen ହୋଇଥିବା ଦରକାର । ପ୍ରାର୍ଥୀଙ୍କୁ ନିଯୁକ୍ତି ହେବାକୁ ଥିବା State/UT ର ସ୍ଥାନୀୟ ଭାଷା ପଢ଼ିବା, ଲେଖିବା ଏବଂ କହିବାରେ ଦକ୍ଷ ଥିବା ଅତ୍ୟନ୍ତ ଜରୁରୀ।

ବୟସ ସୀମା (Age Limit)

RBI Office Attendant Recruitment 2026 ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା official notifications ଅନୁସାରେ ଗଣନା କରାଯିବ। ଆବେଦନ କରିବା ପୂର୍ବରୁ ପ୍ରାର୍ଥୀମାନେ ନିଜ ବୟସ ଯାଞ୍ଚ କରିବା ଅତ୍ୟନ୍ତ ଆବଶ୍ୟକ, କାରଣ ବୟସ ସୀମା official notifications ହିସାବରେ ପୂରଣ ନହେଲେ ଆବେଦନ ବାତିଲ୍ ହୋଇପାରେ।

ଏହି ନିଯୁକ୍ତି ପାଇଁ ବୟସ ସୀମା 18 ବର୍ଷ ଧାର୍ଯ୍ୟ କରାଯାଇଛି। ଅର୍ଥାତ୍, ପ୍ରାର୍ଥୀଙ୍କ ଜନ୍ମତାରିଖ 01/01/2026 ଅନୁଯାୟୀ 18 ବର୍ଷ ପୂରଣ ହୋଇଥିବା ଦରକାର। ସେହିପରି, ଅଧିକତମ ବୟସ ସୀମା 25 ବର୍ଷ ରହିଛି। 25 ବର୍ଷ ରୁ ଅଧିକ ବୟସ ହୋଇଥିଲେ ପ୍ରାର୍ଥୀମାନେ ଆବେଦନ କରିପାରିବେ ନାହିଁ।

ତଥାପି, SC, ST, OBC, PwBD, Ex-Servicemen ଏବଂ ବିଧବା (Widows) ପ୍ରାର୍ଥୀମାନଙ୍କ ପାଇଁ RBI ର ନିୟମ ଅନୁଯାୟୀ ବୟସରେ ଛାଡ଼ା (Age Relaxation) କରାଯିବ।

ଆବେଦନ ଶୁଳ୍କ (Application Fee)

RBI Office Attendant Recruitment 2026 ପାଇଁ ଆବେଦନ କରୁଥିବା ପ୍ରାର୍ଥୀମାନଙ୍କୁ ଆବେଦନ ଶୁଳ୍କ ଅନଲାଇନ୍ ମାଧ୍ୟମରେ ଦେବାକୁ ପଡିବ। ଏହି ଶୁଳ୍କ Debit Card, Credit Card, Net Banking, UPI ଇତ୍ୟାଦି ମାଧ୍ୟମରେ ଦେଇପାରିବେ । 

SC / ST / PwBD / Ex-Servicemen ପ୍ରାର୍ଥୀମାନଙ୍କ ପାଇଁ: ₹50 + 18% GST

General / OBC / EWS ପ୍ରାର୍ଥୀମାନଙ୍କ ପାଇଁ: ₹450 + 18% GST

RBI Bank Staff ପ୍ରାର୍ଥୀମାନଙ୍କ ପାଇଁ: କୌଣସି ଶୁଳ୍କ ନାହିଁ (Nil)

ଆବେଦନ ଫର୍ମ ସଫଳ ଭାବେ ଦାଖଲ କରିବା ପାଇଁ ଆବେଦନ ଶୁଳ୍କ ଦେବା ଅତ୍ୟନ୍ତ ଆବଶ୍ୟକ। ଯଦି ଶୁଳ୍କ ଦେୟ ପ୍ରକ୍ରିୟା ସମ୍ପୂର୍ଣ୍ଣ ନ ହୁଏ ତେବେ ଆବେଦନ ପ୍ରକ୍ରିୟା ବାତିଲ୍ ହୋଇଯିବ ।

Sr. No. Category Charges Amount*
1 SC / ST / PwBD / EXS Intimation charges only ₹50/- + 18% GST
2 GEN / OBC / EWS Application fee including intimation charges ₹450/- + 18% GST
3 Staff@ Nil Nil

*Note: Bank transaction charges for online payment of examination fees / intimation charges will be borne by the candidate.

@ Fee / intimation charges waiver is applicable only for eligible bank staff candidates as per RBI rules.

କିପରି ଆବେଦନ କରିବେ (How to Apply)

RBI Office Attendant Recruitment 2026 ପାଇଁ ଯୋଗ୍ୟ ପ୍ରାର୍ଥୀମାନେ କେବଳ ଅନଲାଇନ୍ ମାଧ୍ୟମରେ ଆବେଦନ କରିପାରିବେ। ଆବେଦନ ପ୍ରକ୍ରିୟା ସହଜ ହେଲେ ମଧ୍ୟ ପ୍ରତ୍ୟେକ ପଦକ୍ଷେପ ସାବଧାନତାର ସହିତ ପୂରଣ କରିବା ଅତ୍ୟନ୍ତ ଆବଶ୍ୟକ। 

ପ୍ରଥମେ ଦିଆଯାଇଥିବା Apply Link ଉପରେ କ୍ଲିକ୍ କରନ୍ତୁ, କିମ୍ବା ସିଧାସଳଖ RBI ର ଆଧିକାରିକ ୱେବସାଇଟକୁ ଯାଆନ୍ତୁ ଏବଂ Recruitment section ଖୋଲନ୍ତୁ। ସେଠାରେ Recruitment for the post of Office Attendant ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ।

ଏହା ପରେ ନିଜ ମୋବାଇଲ୍ ନମ୍ବର ଓ ଇମେଲ୍ ID ବ୍ୟବହାର କରି ରେଜିଷ୍ଟ୍ରେସନ୍ କରନ୍ତୁ। ରେଜିଷ୍ଟ୍ରେସନ୍ ସଫଳ ହେଲା ପରେ ଅନଲାଇନ୍ ଆବେଦନ ଫର୍ମକୁ ସଠିକ୍ ଭାବେ ପୂରଣ କରନ୍ତୁ। ପରେ ପାସପୋର୍ଟ ସାଇଜ୍ ଫଟୋ, ସହି, ବାମ ହାତର ଅଙ୍ଗୁଠିର ଛାପ ଏବଂ Signature ଅପଲୋଡ୍ କରନ୍ତୁ।

ସମସ୍ତ ତଥ୍ୟ ଯାଞ୍ଚ କରିବା ପରେ ଅନଲାଇନ୍ ମାଧ୍ୟମରେ ଆବେଦନ ଶୁଳ୍କ ଦେୟ କରନ୍ତୁ। ଶେଷରେ ଫର୍ମ Submit କରି ଆବେଦନ ପତ୍ର ଓ e-receipt ର ପ୍ରିଣ୍ଟଆଉଟ୍ କରି ନିଜ ପାଖରେ ରଖନ୍ତୁ।

FAQs – RBI Office Attendant Recruitment 2026

Q1. RBI Office Attendant Recruitment 2026 କ’ଣ?

RBI Office Attendant Recruitment 2026 ହେଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା Office Attendant ପଦ ପାଇଁ କରାଯାଉଥିବା ନିଯୁକ୍ତି ପ୍ରକ୍ରିୟା।

Q2. ମୋଟ କେତେଟି ପଦ ଖାଲି ରହିଛି?

ଏହି ନିଯୁକ୍ତିରେ 572ଟି Office Attendant ଖାଲିପଦ ରହିଛି।

Q3. ଆବେଦନ କିପରି କରିବାକୁ ପଡିବ ?

ପ୍ରାର୍ଥୀମାନେ କେବଳ ଅନଲାଇନ୍ ମାଧ୍ୟମରେ RBI ର official ୱେବସାଇଟ ଦ୍ୱାରା ଆବେଦନ କରିପାରିବେ।

Q4. ଶିକ୍ଷାଗତ ଯୋଗ୍ୟତା କେତେ ?

ପ୍ରାର୍ଥୀଙ୍କୁ 10ମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଥିବା ଦରକାର ।

Q5. ବୟସ ସୀମା କେତେ?

ବୟସ ସୀମା 18 ବର୍ଷ ଏବଂ ଅଧିକତମ ବୟସ 25 ବର୍ଷ। 

Q6. ବୟସ ଛାଡ ହେବ କି?

ହଁ, SC/ST/OBC/PwBD/Ex-Servicemen ଏବଂ Widows ପ୍ରାର୍ଥୀମାନଙ୍କୁ RBI ନିୟମ ଅନୁଯାୟୀ ବୟସରେ ଛାଡ କରାଯିବ ।

Q7. ଆବେଦନ ଶୁଳ୍କ କେତେ?

SC/ST/PwBD/Ex-Servicemen ପାଇଁ ₹50 + GST ଏବଂ General/OBC/EWS ପାଇଁ ₹450 + GST।

Q8. ପରୀକ୍ଷା କେବେ ହେବ?

ଅନଲାଇନ୍ ପରୀକ୍ଷା 28/02/2026 ରୁ 01/03/2026 ମଧ୍ୟରେ ହେବ।

Q9. ସ୍ଥାନୀୟ ଭାଷା ଜାଣିବା ଆବଶ୍ୟକ କି?

ହଁ ପ୍ରାର୍ଥୀଙ୍କୁ ସ୍ଥାନୀୟ ଭାଷା ଜାଣିଥିବା ଦରକାର।

Q10. ଆବେଦନ ପରେ କ’ଣ ସଂରକ୍ଷଣ କରିବା ଦରକାର?

ଆବେଦନ ସଫଳ ହେଲା ପରେ Application Form ଓ e-receipt ର ପ୍ରିଣ୍ଟଆଉଟ୍ କରି ସାଇତି ରଖିବା ଉଚିତ।

Important Links
Apply Online Click Here
Official Notification PDF Click Here
Official Website Click Here
Admit card  Click Here
Sarkari Result Click Here

This recruitment is a great opportunity for Odisha candidates.Bookmark spldigital.in for daily job updates.

Disclaimer

spldigital.in is not an official government website.The job information provided on this website is collected from official notifications, newspapers, and trusted sources.

We do not guarantee the accuracy or completeness of the information. Candidates are strongly advised to visit the official website or read the official notification before applying for any job.

spldigital.in will not be responsible for any loss or damage caused by using the information available on this website.

Image Disclaimer:The image used in this post is generated using Artificial Intelligence (AI) for illustrative purposes only. It is not an official image of the Deogarh District Jogana Sahayak Recruitment 2026. The information provided in this post is based on official notifications.

Comments